ମଣ୍ଡୂକପର୍ଣ୍ଣୀ
ଦେଖଣା
ମଣ୍ଡୂକପର୍ଣ୍ଣୀ
ଉଚ୍ଚାରଣ
[ସମ୍ପାଦନା](ମଣ୍ଡୂକପର୍ଣ୍ଣିକା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମଣ୍ଡୂକପର୍ଣ୍ଣୀ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହାତୀଖୋଜିଆ ଗୁଳ୍ମ; ଧାନ୍ୟାଦିବର୍ଗର ବନ୍ୟ— ଶାକବିଶେଷ; ଥାଲକୁଣୀ ଗଛ — ୧. Hydrocotyle Asiatica; the Asiatic pennywort (Kirtikkar).
[ଦ୍ରଷ୍ଟବ୍ୟ — ଏହାର ପତ୍ର ବେଙ୍ଗ ପିଠିର ଆକୃତି ବିଶିଷ୍ଟ ଏହି ପତ୍ରର ବାହ୍ୟ ପ୍ରୟୋଗରେ କୁଷ୍ଠ, ଉପଦଂଶ, ନଳୀ ଘା ଓ ଚର୍ମରୋଗ ଆରୋଗ୍ୟ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା କୁଷ୍ଠ ପାଣ୍ଡୂ ମେହ ରକ୍ତଦୋଷ, କାସ, ବିଷଦୋଷ, ଶୋଥ ଓଜ୍ୱର ନାଶକ ଏହା ଆୟୁଷ୍କର, ମେଧା— ଜନକ ରସାୟନ ସ୍ୱରବର୍ଦ୍ଧକ ଓ ସ୍ମୃତିପ୍ରଦ ପରୀକ୍ଷାଦ୍ୱାରା ଦେଖା ଯାଇଅଛି ଯେ ଏ ପତ୍ରର ରସ ଏକ ତୋଳା ଲେଖାଏଁ ପ୍ରତ୍ୟହ କାଇଲେ ଆୟୁର୍ବୁଦ୍ଧି ହୁଏ ଜଣେ ଚୀନ ଦେଶବାସୀ ଏହା ବ୍ୟବହାର ରି ଶତାଧିକ ବର୍ଷ ବଞ୍ଚିଥିବାର ଦେଖା ଯାଇଅଛି]
- ୨. ମଞ୍ଜିଷ୍ଠା (ହିନ୍ଦୀ - ଶ.) — ୨. Indian madder.
- ୩. ବ୍ରାହ୍ମୀଶାଗ (ହିନ୍ଦୀ - ଶ.) (ଦେଖ) - —୩. Brāhmī (See)