ମଣ୍ଡୂକୀ
ଦେଖଣା
ମଣ୍ଡୂକୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ମାଈ ବେଙ୍ଗ; ବେଙ୍ଗୁଲୀ —୧. A she- frog.
- ୨. ଭ୍ରଷ୍ଟ୍ରା ବା ଅସତୀସ୍ତ୍ରୀ —୨. An unchaste woman (Apte).
- ୩. ମଣ୍ଡୂକପର୍ଣ୍ଣୀ (ଦେଖ) - —୩. Maṇḍūkaparṇṇī (See)
- ୪. ଆଦିତ୍ୟଭକ୍ତା (ହିନ୍ଦୀ - ଶ.) (ଦେଖ) - —୪. Adityabhaktā (See)