Jump to content

ମଣ୍ଡୂର

ଉଇକିଅଭିଧାନ‌ରୁ

ମଣ୍ଡୂର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଣ୍ଡ୍ ଧାତୁ+କର୍ତ୍ତୃ)

[ସମ୍ପାଦନା]
୧. ଲୌହକିଟ୍ଟ; ଲୁହାର କଳଙ୍କି; ଲୌହମଳ —୧. THe rust of iron.
୨. ଲୁହା ଗୁହ —୨. Slag of

ଅନୁବାଦ

[ସମ୍ପାଦନା]
iron; dross of iron.

[ଦ୍ରଷ୍ଟବ୍ୟ — ଅନ୍ତତଃ ୬ ବର୍ଷର ପୁରାତନ ମଣ୍ଡୂରକୁ ବାହୁଡ଼ା କାଠର ନିଆଁରେ ପୋଡ଼ି ଗୋମୂତ୍ରରେ ପକାଇ, ଏହିପରି ୭ଥର ଶୋଧନ କରି ତାକୁ ଚୂର୍ଣ୍ଣ କରି ଔଷଧରେ ବ୍ୟବହାର କରାଯିବା ଉଚିତ]