Jump to content

ମଣ୍ଡ କରିବା

ଉଇକିଅଭିଧାନ‌ରୁ

ମଣ୍ଡ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପୁରସ୍କାର ଦେବା; ସମ୍ମାନିତ କରିବା — To reward; to honour.

[ଦ୍ରଷ୍ଟବ୍ୟ — ଦୋଷ ହେବା ଲୋକଙ୍କୁ ଦେଉଥିବ ଦଣ୍ଡ, ନିର୍ଦୋଷୀ ଲୋକକୁଟି କରୁଥିବା ମଣ୍ଡ—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ ]