ମତବାଦ
ଦେଖଣା
ମତବାଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆପଣାର ଜୀବନର ଗତି ପରିଚାଳକ ବା ଅନ୍ୟ ବିଷୟକ ମତ ମୂଳନୀତି —୧. The basic principles governing a man's actions or life; tenet governing a person's life or conduct; theory.
- ୨. ଅଭିମତ ପ୍ରକାଶ —୨. Expression of one's opinion; laying down of one's tenets or doctrines.