ମତଲପ୍
ଦେଖଣା
ମତଲପ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମତଲବ୍)
[ସମ୍ପାଦନା]- ୧. ଇଚ୍ଛା — ୧. Wish; desire.
- ୨. ଅଭିପ୍ରାୟ; ଆଶୟ —୨. Intention.
- ୩. ମୂଢ଼ ଅଭିସନ୍ଧି — ୩. Secret intent; motive.
- ୪. ଉଦ୍ଦେଶ୍ୟ — ୪. Aim; object.
- ୫. ତାତ୍ପର୍ଯ୍ୟ —୫. Gist.
- ୬. ସ୍ୱାର୍ଥପରତା — ୬. Selfishness.