ମତାଇବା
ଦେଖଣା
ମତାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମତାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ମାତିବା କ୍ରିୟାର ଣିଜନ୍ତି ରୂପ) — The causative from of 'Mātibā').
- ୧. ଉନ୍ନତ୍ତ କରାଇବା —୧. To madden.
- ୨. ପ୍ରବର୍ତ୍ତାଇବା —୨. To instigate; to incite; to induce.
- ୩. ଆସକ୍ତ କରାଇବା — ୩. To cause to be attached.
(ଉ—ହୁରିଆଙ୍କୁ ମତାରଣ ଜୂର କରାଇବ, ଯାହାର ଯେତେକ ଯିବ ଭଣ୍ଡାରୁ ତା ଦେବ ପ୍ରାଚୀ. ନଳ ଚରିତ)