Jump to content

ମତାନୁଯାୟୀ

ଉଇକିଅଭିଧାନ‌ରୁ

ମତାନୁଯାୟୀ

ଉଚ୍ଚାରଣ

[ସମ୍ପାଦନା]

(ମତାନୁସାରେ—ଅନ୍ୟରୂପ)

(ମତାନୁଯାୟିନୀ—ସ୍ତ୍ରୀ)
  • (file)

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ମତ+ଅନିଯାୟିନ୍)

[ସମ୍ପାଦନା]

କୌଣସି ମତ ପ୍ରକାରେ —According to an opinion or doctrine.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମତାବଲମ୍ୱୀ (ଦେଖ) - —Matābalambī (See)