ମତାବଲମ୍ୱୀ
ମତାନୁବର୍ତ୍ତୀ, ମତାନୁସାରୀ, ମତାଶ୍ରୟୀଅନ୍ୟରୂପ
(ମତାବଲମ୍ୱିନୀ, ମତାନୁବର୍ତ୍ତିନୀ, ମତାନୁସାରିଣୀ—ସ୍ତ୍ରୀ)
ଯେ ଗୋଟିଏ କୌଣସି ମତ ଅନୁସାରେ ଚଳେ —Following a particular opinion or tenet.