Jump to content

ମତାମତ

ଉଇକିଅଭିଧାନ‌ରୁ

ମତାମତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମତ+ଅମତ)

[ସମ୍ପାଦନା]
୧. ମତ ଓ ଅମତ; ସମ୍ମତ ଓ ଅସମ୍ମତି —୧. Opinion for and against a thing.
୨. ଇଚ୍ଛା ବା ଅନିଚ୍ଛା —୨. Wish or unwillingness.