ମତି
ଦେଖଣା
ମତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମନ ଧାତୁ=ବୋଧ କରିବା+କରଣ. ତି)
[ସମ୍ପାଦନା]- ୧. ବୋଧ ଶକ୍ତି; ବୁଦ୍ଧି —୧. Intelligence; sense; understanding.
- ୨. ଜ୍ଞାନ —୨. Knowledge; perception; reason.
- ୩. ସ୍ମୃତି; ସ୍ମରଣଶକ୍ତି —୩. Memory; remembrance.
- ୪. ଅନ୍ଥଃକରଣ —୪. Heart.
- ୫. ମନ —୫. Mind.
- ୬. (+ଭାବ. ତି)—ପ୍ରବୃତ୍ତ; ଚିତ୍ତବୃତ୍ତି —୬. Propensity; tendency; mental condition; feeling; mentality.
- ୭. ଇଚ୍ଛା — ୭. Wish; inclination; desire.
- ୮. ପ୍ରକୃତି — ୮. Nature.
- ୯. ସମ୍ମତି —୯. Consent; agreement.
- ୧. ବିବେଚନା —୧୦. Consideration.
ଅନୁବାଦ
[ସମ୍ପାଦନା]ମତି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧୈର୍ଯ୍ୟ; ଧୂତି —Patience.
(ଉ— ହଜାଇବେ ଯତି ମତିକି କବୀସୂର୍ଯ୍ୟ. ସଙ୍ଗୀତ)
ଅ
[ସମ୍ପାଦନା]ମତ (ଦେଖ) - —Mata (See)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଏହି ଅର୍ଥରେ ଅନ୍ୟ ଶବ୍ଦ ପରେ ଲାଗେ ଯଥା—ଏମିତି ସେମିତି, କେମିତି ତେମତି]