Jump to content

ମତିକି ଆଣିବା

ଉଇକିଅଭିଧାନ‌ରୁ

ମତିକି ଆଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମନକୁ ଆଣିବା; ମନରେ ଭାବିବା — ୧. To consider; to mind; to take into condideration.)

ଉ—ତପେ ମନାଇ ବ୍ରହ୍ମ ରାତ୍ରିକି, ଆଣିଲେ ସେ ବିଚ୍ଛେଦ ଘାତକୀ, ନୋହିବ ନିକି ବ୍ରହ୍ମ ରାତ୍ରିକି, ଗଲା ଉଦ୍ଦେଗ ଭଞ୍ଜ, କୋଟି— ବ୍ରହ୍ମାଣ୍ଡସୁନ୍ଦରୀ)

୨. କଳ୍ପନା କରିବା —୨. To image; to guess.