ମତିଚ୍ଛନ୍ନ
ଦେଖଣା
ମତିଚ୍ଛନ୍ନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମତିଚ୍ଛନ୍ନ
|
(ମତିଚ୍ଛନ୍ନା—ସ୍ତ୍ରୀ)
(ମତିଚ୍ଛନ୍ନତା—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)
[ସମ୍ପାଦନା]- ୧. ଯାହାର ବୁଦ୍ଧି ଲୋପ ହୋଇଅଛି —୧. Having lost one's brain; demented.
- ୨. କିଂକର୍ତ୍ତବ୍ୟବିମୁଢ଼ — ୨. Bewildered
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୁଦ୍ଧି ବିନାଶ; ବୁଦ୍ଧି ଭ୍ରଂଶ —Derangement of brain; loss of reasoning faculty.