ମତିଦା
ଦେଖଣା
ମତିଦା
ଉଚ୍ଚାରଣ
[ସମ୍ପାଦନା](ମତିଦ—ପୁଂ)
(ମତିପ୍ରଦା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମତି+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]ଯାହା ବୁଦ୍ଧି ବୃତ୍ତି ପ୍ରଦାନ କରେ — Endowing one with intelligence.
- ୧. ଜ୍ୟୋତିଷ୍ମତୀ ଲତା (ହିନ୍ଦୀ - ଶ) — ୧. Cardiospermum Helicacabum (plant)
- ୨. ସିମିଳି ଗଛ (ହିନ୍ଦୀ - ଶ) —୨. The silk cotten tree.