Jump to content

ମତିମନ୍ତ

ଉଇକିଅଭିଧାନ‌ରୁ

ମତିମନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂ ମତିମାନ୍)

[ସମ୍ପାଦନା]

ମତିମାନ; ବୁଦ୍ଧିମାନ୍ — Intelligent.

(ଉ—ଗୁଣବନ୍ତ ଲୋକ ଆଦର ଯେ କରଇ, ମତିମନ୍ତ ବୋଲିଣ ତାହାକୁ ବହି—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ)