ମତି ଗତି
ଦେଖଣା
ମତି ଗତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ମତି+ଗତି)
[ସମ୍ପାଦନା]- ୧. ଆନ୍ତରିକ ଉଦ୍ଦେଶ୍ୟ ଓ ବାହ୍ୟ ପ୍ରଚେଷ୍ଟ ବା କ୍ରିୟାକଳାପ — ୧. Intention and outward expressions or movements.
- ୨. ତଙ୍ଗାଢାଙ୍ଗ; ମାନସିକ ଓ ବାହ୍ୟ ଅବସ୍ଥା —୨. Inward and outward condition.
- ୩. ମନର ଭାବ —୩. Mental condition; mentality; attitude.