Jump to content

ମତି ଗର୍ଭ

ଉଇକିଅଭିଧାନ‌ରୁ

ମତି ଗର୍ଭ

ଉଚ୍ଚାରଣ

[ସମ୍ପାଦନା]
(ମତିଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ, (ବହୁବ୍ରୀହି)

[ସମ୍ପାଦନା]
୧. ବୁଦ୍ଧିମାନ୍ (ହିନ୍ଦୀ - ଶ) — ୧. Intelligent.
୨. ଚତୁର (ହିନ୍ଦୀ - ଶ) — ୨. Clever.
୩. ହୁସିଆର୍ (ହିନ୍ଦୀ - ଶ) — ୩. Cautious; prudent.