ମତୁଆରା
ଦେଖଣା
ମତୁଆରା
ଉଚ୍ଚାରଣ
[ସମ୍ପାଦନା](ମତୁଆଲା—ଅନ୍ୟରୂପ)
(ମତୁଆଳୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମତୁଆରା
|
ଦେଶଜ - ବିଶେଷଣ - (ସଂସ୍କୃତ - ମତ୍ତ)
[ସମ୍ପାଦନା]- ୧. ଉନ୍ନତ୍ତ — ୧. Maddened.
(ଉ— ଫତୁଆ ହେବୁ କି? ସେ କାମ ଅମଳ—ମତୁଆଳ ଯୁବା ତୁଲେ କବିସୂର୍ଯ୍ୟ. ସଙ୍ଗୀତ)
- ୨. ମଦୋନ୍ନତ୍ତ (ହସ୍ତୀ) —୨. Infuriated; in rut (elephant).
- ୩. ମଦନିଶାରେ ଭୋଳ —୩. Intoxicated with wine.
ବିଶେଷ୍ୟ -
[ସମ୍ପାଦନା]ମଦୁଆ ଲୋକ —Drunkard.)
ଉ— ଜଣେ ମତୁଆଲା କହିଥିଲା * * * ଫକୀରମୋହନ. ଛମାଣ. ଆଠଗୁଣ୍ଠ)