Jump to content

ମତ୍

ଉଇକିଅଭିଧାନ‌ରୁ

ମତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. (ଅସ୍ମଦ ଶବ୍ଦଜ ମଦ୍ଶବ୍ଦାଂଶର ଏକ ରୂପ, ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୁଏ ଯଥା—ମଦବଲମ୍ୱନ, ମଦାଳୟ, ମଦାଶ୍ରୟ, ମଦର୍ଚ୍ଚିତ, ମଦିଷ୍ଟ, ମଦୀଶ୍ୱର, ମଦୀନ୍ନୀତ; ମଦୃଣ, ମଦୈଶ୍ୱର୍ଯ୍ୟ, ମତକେଶ, ମତ୍ ଖଡ୍ଗ, ମଦ୍ ଗୁଣ, ମଦ୍ ଘର୍ମ, ମଚ୍ଚିତ୍ତ, ମଚ୍ଛାୟା, ମଜ୍ଜାୟା, ମଜ୍ଜୀବନ, ମଟ୍ଟଙ୍କିତ, ମଟ୍ଠକୁର, ମଡ୍ଡୋରକି, ମଡ୍ଢକା, ମତ୍ତୂଲ୍ୟ, ମତ୍ଥୁତ୍କାର, ମଦ୍ଦେଶ, ମଦ୍ଧନ, ମନ୍ନାଥ, ମତ୍ପ୍ରେରିତ, ମତ୍ଫଳ; ମତ୍ଶଂସିତ, ମତ୍ସନ୍ଦେଶ, ମତ୍ସଦୃଶ)—ମଦଧିକୃତ; ମୋହୋର; ମୋସମ୍ୱନ୍ଧୀୟ; ମୋଦ୍ୱାରା —୧. Mine; relating to me; by me.
୨. (ପ୍ରତ୍ୟୟ)—ଯାହାର ଅଛି, ଏହି ଅର୍ଥରେ ବିଶେଷ୍ୟ ଶବ୍ଦ ପରେ ପ୍ରତ୍ୟୟ ହୁଏ —୨. A suffix denoting having or possessing.

[ଦ୍ରଷ୍ଟବ୍ୟ —ଏଥିର ପୁଂ. ୧ ବଚନରେ ମାନ୍ ଓ ସ୍ତ୍ରୀଲିଙ୍ଗରେ ମତୀ ହୁଏ ଓଡ଼ିଆରେ ୧ ବଚନରେ ମଧ୍ୟ ମନ୍ତ' ପ୍ରତ୍ୟୟ ହୁଏ ଯଥା—ସଂସ୍କୃତ - ବୁଦ୍ଧିମାନ୍, ବୁଦ୍ଧିମତୀ, ଦେଶଜ, ବୁଦ୍ଧିମନ୍ତ]