ମତ୍କ
ଦେଖଣା
ମତ୍କ
ଉଚ୍ଚାରଣ
[ସମ୍ପାଦନା](ମତ୍କା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଅସ୍ମଦ+ ୬ଷ୍ଠୀ ବିଭକ୍ତିରେ କ)
[ସମ୍ପାଦନା]ମଦୀୟ; ମୋର — Mine; my (Apte)
=== ବିଶେଷ୍ୟ - (ମଦ୍ ଧାତୁ+କର୍ତ୍ତୃ. କ)
ଛାରପୋକ — A bed-bug (Apte)
ମତ୍କ
ଉଚ୍ଚାରଣ
[ସମ୍ପାଦନା]ବିଶେଷ୍ୟ - ବିଶେଷଣ -
[ସମ୍ପାଦନା]ମତକ (ଦେଖ) - —Mat-ka (See)
[ଦ୍ରଷ୍ଟବ୍ୟ — ମତ୍କୂଣ (ଣା, ଣୀ), ମତ୍କୂଣାରି ଇତ୍ୟାଦି ଶବ୍ଦ ପାଇଁ ମଦ୍ କୁଣ(ଣା, ଣୀ) ଇତ୍ୟାଦି ଦ୍ରଷ୍ଟବ୍ୟ]