ମତ୍ତ
ଦେଖଣା
ମତ୍ତ
ଉଚ୍ଚାରଣ
[ସମ୍ପାଦନା](ମତ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମଦ୍ ଧାତୁ=ହୃଷ୍ଟ ହେବା+କର୍ତ୍ତତ)
[ସମ୍ପାଦନା]- ୧. ଉନ୍ନତ୍ତ;ପ୍ରମତ୍ତ; ପାଗଲ —୧. Maddened; overcome with extreme excitement.
- ୨. ମତୁଆଳ; ନିଶାରେ ବିହଳ ବା ଭୋଳ —୨. Intoxicated.
- ୩. ଅତ୍ୟନ୍ତ ହୃଷ୍ଟ —୩. Excited
ଅନୁବାଦ
[ସମ୍ପାଦନା]with delight; overjoyed.
- ୪. କ୍ରୋଧାନ୍ଧ; କ୍ରୋଧରେ ଜ୍ଞାନଶୂନ୍ୟ —୪. Maddened with anger; blinded with rage.
ବିଶେଷ୍ୟ -
[ସମ୍ପାଦନା]- ୧. କୋକିଳ — ୧. Cockoo.
- ୨. ବାୟା ହାତୀ; ଉନ୍ନତ୍ତ ବା କ୍ରୋଧାନ୍ଧ ହସ୍ତୀ —୨. An elephant maddened with rage.
- ୩. ମଦମତ୍ତ ହସ୍ତୀ —୩. An elephant in rut.
- ୪. ମହିଷ —୪. Buffalo.
- ୫. ଧୂସ୍ତର; ଧାତୁରା —୫. The Datura Fastuosa (plant, fruit and flower).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମତ୍ତତା; ମାତୁ —Medness; paroxysm.
ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -
[ସମ୍ପାଦନା]ବୀର୍ଯ୍ୟ; ବଳ —Might; strength.