ମତ୍ତବାରଣ
ଦେଖଣା
ମତ୍ତବାରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମତ୍ତକାରୀ (ଦେଖ) - —Mattakarī (See)
- ୨. ଘରର ପିଣ୍ଡା ବା ବାରଣ୍ଡା — ୨. Veranda; portico.
- ୩. ଚାନ୍ଦୁଆ; ପ୍ରାସଙ୍ଗଣର ଆବରଣ —୩. An a wning over a courtaryd.
- ୪. ଆବୃତ ସ୍ଥାନ —୪. A covered place.
- ୫. ନାଗଦନନ୍ତକ; ଘରର କାନ୍ଥରୁ ବାହାରିଥିବା କାଠୀ —୫. A peg driven into the well of a house.