Jump to content

ମତ୍ତା

ଉଇକିଅଭିଧାନ‌ରୁ

ମତ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମତ୍ତ+ଆ)

[ସମ୍ପାଦନା]

ଅତି ହୃଷ୍ଟା; ବହଳା — (female) Maffened or excited with delight, just orr anger.

ବିଶେଷ୍ୟ -

[ସମ୍ପାଦନା]
୧. ମଦିରା; ମଦ; ସୁରା —୧. Wine; intoxicating spirits;
୨. ଦଶାକ୍ଷର ଛନ୍ଦୋବିଶେଷ —୨. A metre of ୧୦ letters

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ମଗଣ, ଭଗଣ, ସଗଣ ଓ ଏକ ଗୁରୁ ବର୍ଣ୍ଣ ଥାଏ ଓ ଏଥିରେ ୪ର୍ଥ ଓ ୬ଷ୍ଠ ଅକ୍ଷରରେ ଯତି ପଡ଼େ—ହିନ୍ଦୀ - ଶ]

=== ସଂସ୍କୃତ - ପ୍ରତ୍ୟୟ (ଭାବବାଚନ ପ୍ରତ୍ୟୟ ଯଥା—ବୁଦ୍ଧିମତ୍ତା, ଶକ୍ତିମତ୍ତା)

ଅମୁକ ବିଷୟ ବା ଗୁଣ ଥିବାର ଅବସ୍ଥା; ପଣ; ପଣିଆ —

A suffix added to nouns to indicate the state of having.

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]

ମତ୍ତ (ଦେଖ) - —Mātta (See).

(ଉ—ପନ୍ଦର ବରଷେ ହୋଇଲା ମତ୍ତା, କୋଡ଼ିଏ ବରଷର ରତିରେ ଚିନ୍ତା—ପ୍ରାଚୀ ପରଚେଗୀତା)