ମତ୍ତ୍ସ୍ୟ ଜୀବୀ
ଦେଖଣା
ମତ୍ତ୍ସ୍ୟ ଜୀବୀ
ଉଚ୍ଚାରଣ
[ସମ୍ପାଦନା]ମତ୍ସ୍ୟ ଜୀବା, ମତ୍ସ୍ୟଜୀବିନୀସ୍ତ୍ରୀ
ମତ୍ସ୍ୟାଜୀବ, ମତସ୍ୟୋଜୀବୀ, ମତ୍ସ୍ୟଘାତୀ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମତ୍ସ୍ୟ+ଜୀବ ଧାତୁ+କର୍ତ୍ତୃ. ଅ; +ଇନ୍, ୧ମା. ୧ବ)
[ସମ୍ପାଦନା]ଯେ ମାଛ ମାରି ଜୀବିକା ନିର୍ବାହ କରେ; ଧୀବର; କେଉଟ — Fisherman.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ମାଛ ମାରି ଜୀବିକା ନିର୍ବାହକାରୀ — Subsisting on fishing.