ମତ୍ତ କରୀ
ଦେଖଣା
ମତ୍ତ କରୀ
ଉଚ୍ଚାରଣ
[ସମ୍ପାଦନା]ମତ୍ତକୀଶ, ମତ୍ତକୁଞ୍ଜର, ମତ୍ତଗଜ, ମତ୍ତନାଗ, ମତ୍ତବାରଣ, ମତ୍ତମତଙ୍ଗଜ, ମତ୍ତମାତଙ୍ଗ, ମତ୍ତହସ୍ତୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧା; ମତ୍ତ+କରୀ)
[ସମ୍ପାଦନା]ମଦମତ୍ତ ହସ୍ତୀ; ମଦସ୍ରାବ ଯୋଗୁଁ ଉନ୍ନତ୍ତ ହସ୍ତୀ; ବାୟାହାତୀ — An elephant maddened with lust; an elephant in his rut.
[ଦ୍ରଷ୍ଟବ୍ୟ —ମଦୋନ୍ନତ୍ତ ହସ୍ତୀ ଦେଖିବାକୁ ଅତି ସୁନ୍ଦର ବୋଲି ସୁନ୍ଦର ପୁରୁଷଙ୍କୁ ମତ୍ତ କୁଞ୍ଜର ସଙ୍ଗେ ଉପମା ଦିଆଯାଏ ମତ୍ତ କୁଞ୍ଜରର ଗତି ମନ୍ଥର ଓ ମନୋହର ଥିବାରୁ ସୁନ୍ଦରୀ ଯୁବତୀ— ମାନଙ୍କର ଚାଲିକୁ ମତ୍ତଗଜ ଚାଲି ସଙ୍ଗେ ତୁଳନା କରାଯାଏ]