ମତ୍ତ ମୟୂର
ଦେଖଣା
ମତ୍ତ ମୟୂର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ମତ୍ତ+ମୟୂର)
[ସମ୍ପାଦନା]- ୧. ମେଘ ଉଠିବାର ଦେଖି ଆନନ୍ଦରେ ଉନ୍ନତ୍ତ ମୟୂର — ୧. A peacock overjoy at seening the rise of clouds in the sky.
- ୨. ପଞ୍ଚଦଶାକ୍ଷର ଛନ୍ଦୋବିଶେଷ —୨. A metre consisting of ୧୫ syllables.
[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟକ ଚରଣରେ ଯଥାକ୍ରମେ ମଗଣ; ତଗଣ, ଜଗଣ, ସଗଣ ଓ ମଗଣ ଥାଏ— ହିନ୍ଦୀ - ଶ ]
- ୩. (ବହୁବ୍ରୀହ) ମେଘ —୩. Cloud.