Jump to content

ମତ୍ସ୍ୟଗନ୍ଧା

ଉଇକିଅଭିଧାନ‌ରୁ

ମତ୍ସ୍ୟଗନ୍ଧା

ଉଚ୍ଚାରଣ

[ସମ୍ପାଦନା]

(ମତ୍ସ୍ୟନାରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ମତ୍ସ୍ୟ+ଗନ୍ଧ+ସ୍ତ୍ରୀ. ଆ; ମତ୍ସ୍ୟର ଗନ୍ଧପରି ଗନ୍ଧ ଯାହାର)

[ସମ୍ପାଦନା]
୧. ଧୀବରରାଜକନ୍ୟା; ଯୋଜନାଗନ୍ଧା; ବ୍ୟାସଦେବଙ୍କ ଜନନୀ; ସତ୍ୟବତୀ —୧. The mother of sage 'Byāsa' and wife of king Ṡāntwanu, but formarly deflowered by sage Parāṡara.

[ଦ୍ରଷ୍ଟବ୍ୟ —ସତ୍ୟବତୀ ତଳେ ଟୀକା ଦେଖ]

୨. ଜଳ ପିପ୍ପଳୀ —୨. A kind of aquatic pepper.

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯାହାର ଦେହ ମାଛପରି ଗନ୍ଧାଉ ଥାଏ; ଆଇଷିଣିଆ ଗନ୍ଧଯୁକ୍ତ —Having a fishy smell.