Jump to content

ମତ୍ସ୍ୟଣ୍ଡିକା

ଉଇକିଅଭିଧାନ‌ରୁ

ମତ୍ସ୍ୟଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

(ମତ୍ସ୍ୟଣ୍ଡୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମତ୍ସ୍ୟ+ଅଣ୍ଡ+କ+ଆ)

[ସମ୍ପାଦନା]
୧. ମିଶ୍ରୀ — ୧. Crystallised sugar; sugarcandy.
୨. କନ୍ଦ; ନବାତ —୨. Coarse or unrefined sugar (Apte).
୩. ମଠ —୩. A monastery.
୪. ହିମାଳୟ ଜାତ ଏକଜାତୀୟ ବନ୍ୟ ଲତାର ଢ଼ାଙ୍ଗାରୁ ଉତ୍ପନ୍ନ ମାଛମଞ୍ଜିପରି ଦାନା ବିଶିଷ୍ଟ ଔଷଧ ଦ୍ରବ୍ୟ —୪. A kind of tiny globules coming out of the stems of a Himalayan herb and used in medicine.