Jump to content

ମତ୍ସ୍ୟରାଜ

ଉଇକିଅଭିଧାନ‌ରୁ

ମତ୍ସ୍ୟରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ମତ୍ସ୍ୟ+ରାଜନ୍)

[ସମ୍ପାଦନା]
୧. ମତ୍ସ୍ୟଦେଶର ଅଧିପତି; ବିରାଟରୀଜ —୧. Birāta; the king of the Mat-sya country.
୨. ରୋହିତ— ମତ୍ସ୍ୟ —୨. the Rohita fish.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାକୁଡ଼ ମାଛ —The Katla fish.

(ଦ୍ର—ଭାକୁଡ଼ମାଛ ଥାଇ ବୋଇଲା ମୁଁ ମାଛଙ୍କ ମଧ୍ୟରେ ରଜା ମୋ ମୁଣ୍ଡକୁ ସୋରୁଆ କଲେ ଦେଖିବୁ କେଡ଼େ ମଜା ଢ଼ଗ)