Jump to content

ମତ୍ସ୍ୟାଦ

ଉଇକିଅଭିଧାନ‌ରୁ

ମତ୍ସ୍ୟାଦ

ଉଚ୍ଚାରଣ

[ସମ୍ପାଦନା]

(ମତ୍ସ୍ୟାଶୀ, ମତ୍ସାଶନ—ଅନ୍ୟରୂପ)

(ମତ୍ସ୍ୟାଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମତ୍ସ୍ୟ+ଅଦ୍ ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]

ଯେ ମାଛ ଖାଏ; ଆମିଷାଣୀ —Subsisting on fishes. fish-eating.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାଛରଙ୍କା ପକ୍ଷୀ —The kingfisher bird.