ମତ୍ସ୍ୟ କରଣ୍ଡ
ମତ୍ସ୍ୟ କରଣ୍ଡିକା, ମତ୍ସ୍ୟ ବନ୍ଧ (ନ୍ଧ)ନୀ, ମତ୍ସ୍ୟାଧ୍ୟାନୀ, ମତ୍ସ୍ୟଧାନୀଅନ୍ୟରୂପ
ଖାଳୋଇ; ମାଛ ରଖିବାର ବାଉଁଶିଆ; ଆଇଁଷ ଟୋକେଇ —A wickerwork basket used by fishermen for keeping the fish they catch; a fish-basket.