Jump to content

ମତ୍ସ୍ୟ କେଶରୀ

ଉଇକିଅଭିଧାନ‌ରୁ

ମତ୍ସ୍ୟ କେଶରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପ୍ରାଚୀନ ଉତ୍କଳର କେଶରୀ ବଂଶୀୟ ନରପତି ବିଶେଷ —Name of a king of ancient Orissa, of the Keṡarī Dynasty.

[ଦ୍ରଷ୍ଟବ୍ୟ —ଏ ପୁରୀ ସହର ନିକଟବର୍ତ୍ତୀ ଅଠରନଳା ପପୋଲ ନିର୍ମାଣ କରାଇଥିଲେ ଏ ରାଜା ୯୭୫: ଖ୍ରୀଷ୍ଟାଦ୍ଠାରୁ ୯୯୫: ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ]