Jump to content

ମତ୍ସ୍ୟ ଦେଶ

ଉଇକିଅଭିଧାନ‌ରୁ

ମତ୍ସ୍ୟ ଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଧୂନିକ ରାଜପୁତାନାର ଜୟପୁର — ୧. Modern Jaipur in the Rajputana states.
୨. ପ୍ରାଚୀନ ବିରାଟଦେଶ; ଆଧୁନିକ କୁଚବିହାର —୨. ୨. Modern Coochbehar.

[ଦ୍ରଷ୍ଟବ୍ୟ —କେତେକ ଲୋକଙ୍କ ମତ ଅଟେ ଯେ ବର୍ତ୍ତମାନ ଦିନାଜପୁର ଓ ରଙ୍ଗପୁର ହିଁ ପ୍ରାଚୀନକାଳର ମତ୍ସ୍ୟ ଦେଶ ଅଟେ; କେତେକ ଲେକ ଏହାକୁ ପ୍ରାଚୀନ ପାଞ୍ଚାଳ ଦେଶର ଅନ୍ତର୍ଗତ ବୋଲି କହନ୍ତି—ହିନ୍ଦୀ - ଶ. କେହି କେହି ପ୍ରାଚୀନ ବିରାଟ ବା ମତ୍ସ୍ୟ ଦେଶକୁ ଉତ୍ତର ବଙ୍ଗରେ ବୁଗୁଡ଼ାର ନିକଟରେ ଅବସ୍ଥିତ ଥିବାର କହନ୍ତି—ସୂବଳଚନ୍ଦ୍ର ଓ ଜ୍ଞାନେନ୍ଦ୍ରଚନ୍ଦ୍ର; ମନୁସ୍ମୃତିରେ କୁରୁକ୍ଷେତ୍ର ଓ ପାଞ୍ଚାଳ ଦେଶ ସଙ୍ଗେ ମତ୍ସ୍ୟ ଦେଶର ଉଲ୍ଲେଶ ଅଛି ଏଥିରୁ ଅନୁମତି ହେଉଥିଲା ଯେ ଏହା ଥାନେଶ୍ୱର ନିକଟବର୍ତ୍ତୀ ଥିଲା କକିନ୍ତୁ ବର୍ତ୍ତମାନ ନିଶ୍ଚିତ୍ତ ହୋଇଅଛି ଯେ ଅଲବାର ଓ ଜୟପୁର ରାଜ୍ୟର ମଧ୍ୟବର୍ତ୍ତୀ ପ୍ରଦେଶ ମହାଭାରତ ସମୟରେ ମତ୍ସ୍ୟଦେଶ ବୋଲାଯାଉଥୁଲା ଉକ୍ତ ଅଞ୍ଚଳର ଅନ୍ତର୍ଗତ ବୈରାଟ ଏ ମାଚଡ଼ୀ ସ୍ଥାନ ଦ୍ୱୟ ଆଜି ପର୍ଯ୍ୟନ୍ତ ପ୍ରାଚୀନ ବିରାଟ ଓ ମତ୍ସ୍ୟ ଦେଶର ସ୍ମୃତି ଜାଗରୁକ କରୁଅଛି ହିନ୍ଦୀ - ଶ. ମରହଟ୍ଟୀ ପଣ୍ଡିତମାନଙ୍କ ଠାରୁ ଓଡ଼ିଶା ମତ୍ସ୍ୟଦେଶ ଥିବାର ଶୁଣାଯାଏ କେହି କେହି ବିଶାଖା ପାଟଣାର ଜୟପୁରକୁ ମତ୍ସ୍ୟଦେଶ କହନ୍ତି କିନ୍ତୁ ଏଥିର କିଛି ଶାସ୍ତ୍ରୀୟ ପ୍ରମାଣ ନାହିଁ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳ ଦେଶ —The Utkaḻa country.