ମତ ଦେବା
ଦେଖଣା
ମତ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମତ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନୁମୋଦନ କରିବା —୧. To support; to second.
- ୨. ଅଭିମତ ପ୍ରକାଶ କରିବା — ୨. To give an opinion.
- ୩. ସ୍ୱୀକୃତ ହେବା —୨. To agree.
- ୪. ଅନୁମତି ଦେବା —୪. To give permission.
- ୫. ପରାମର୍ଶ ଦେବା —୫. To give advice.