ମତ ଫେରାଇବା
[ମତ ବଦଳା(ଳେ)ଇବା—ଅନ୍ୟରୂପ]
ପ୍ରଥମରେ ପ୍ରକାଶିତ ବା ନିଶ୍ଚିତ ଅଭିପ୍ରାୟକୁ ପରିବର୍ତ୍ତନ କରିବା —To change one's opinion.