ମତ ହେବା ଗଜ ହେବା
ଦେଖଣା
ମତ ହେବା ଗଜ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମତ ହେବା ଗଜ ହେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମତଙ୍ଗଗଜତି)
[ସମ୍ପାଦନା]- ୧. ଅଳସ ବା ଧୀରଭାବରେ କୌଣସି କାର୍ଯ୍ୟ କିରବା —୧. To do any work lazily or slowly.
[ଉ—ମତ ହେବା ଗଜ ହେବା, ତେବେ ଯାଇ ପୁଅ ବେଦିକି ଯିବେ—ତଗ]
- ୨. ସାଜସଜ୍ଜା ବା ଅଙ୍ଗରାଗ କରିବାରେ ବହୁ ସମୟ ବ୍ୟୟ କରିବା —୨. To spend much time in dressing or equipping oneself.