ମଥନ
ଦେଖଣା
ମଥନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମଥ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ମନ୍ଥନ; ମନ୍ଥିବା; ଆଲୋଡ଼ନ; ଦଳନ —୧. Churning; stirring up.
- ୨. କ୍ଳେଶ —୨. Hardship.
- ୩. ବିନାଶ — ୩. Destruction.
- ୪. ଅତ୍ୟାଚାର —୪. Oppression.
- ୫. (+କରଣ ଅନ)—ଅସ୍ତ୍ର ବିଶେଷ (ହିନ୍ଦୀ - ଶ) ୫. A sort of weapon of offence.
- ୬. (+ କର୍ମ ଅନ; ପୂର୍ବେ ଯଜ୍ଞାଗ୍ନି ନିମନ୍ତେ ଏହି ବୃକ୍ଷର ୨ ଖଣ୍ଡ କାଠକୁ ମନ୍ଥନ କରା ଯାଉଥିବାରୁ) ଅଗ୍ନିମନ୍ଥ; ଅଗବଥୁ ଗଛ —୬. Premṇa Integrifolia (tree.)
- ୭. (+ଭାବ. ଅନ)—ଶତ୍ରୁ ଆଦିଙ୍କୁକ ଦଳନ —୭. Crushing of a foe etc.
ବିଣ—(ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ;+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ମନ୍ଥନକାରୀ —୧. Stirring; churning.
(ଯଥା—ମଦନମଥନ; କେଶୀ ମଥନ ଇତ୍ୟାଦି) ===
- ୨. ବିନାଶକାରୀ; ବିନାଶକ — ୨. Destroying.