ମଥା
ଦେଖଣା
ମଥା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମସ୍ତ, ମସ୍ତକ; ପ୍ରା. ମଥା)
[ସମ୍ପାଦନା]- ୧. ମୁଣ୍ଡ — ୧. Head.
[ ଉ—ତଳକୁ କଲି ମଥା ଜାଣି କପଳତା କବିସୂର୍ଯ୍ୟ ସଙ୍ଗୀତ କଳ୍ପଲତା]
- ୨. ମସ୍ତିସ୍କ —୨. Brain.
- ୩. କୌଣସି ବସ୍ତୁର ଅଗ୍ରଭାବ —୩. The top of anything.
- ୪. (ମଥୁ ଧାତୁ) ମନ୍ଥନ —୪. Churning.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ମଥ ଧାତ+କରଣ. ଅ+ଆ) ଦହି ମୋହିଁବା ଖୁଆ (ହିନ୍ଦୀ - ଶ) —Churning rod.