ଦେଶଜ - ବିଶେଷ୍ୟ - (ସଂସ୍କୃତ - ମସ୍ତକ)
[ସମ୍ପାଦନା]
- ୧. ଘରର ଚାଳର ଶୀର୍ଷଭାଗ — The topmost strip of the thatch of a house; the top ridge of a thatched house.
(ଉ—ଘନ—ନୀର—ସିକ୍ତ ମଥାନ ଭେଦିଣ ଉଠୁଥିଲା ଧୂମଘନ ନନ୍ଦ— କିଶୋର; ନିର୍ଝରିଣୀ)
- ୨. ଚିତ୍ରକରର ଲେଖନୀ ବା ତୁଳ — ୨. Painter's brush.