ମଥାନଗଡ଼ା ବରଷା
ଦେଖଣା
ମଥାନଗଡ଼ା ବରଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଥାନଗଡ଼ା ବରଷା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ବର୍ଷା ଅସରାଦ୍ୱାରା ଘରର ଚାଳରୁ ସାମାନ୍ୟ ପାଣି ମାତ୍ର ଗଡ଼ି ପଡ଼େ —A shower of rainb sufficient for making the rain water trickle down the eaves.