Jump to content

ମଥାନଗୁଡ଼ି ମାରିବା

ଉଇକିଅଭିଧାନ‌ରୁ

ମଥାନଗୁଡ଼ି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଘରର ଚାଳର ତଳ ପାଖରେ ଥିବା ବାଉଁଶ ଆଦିକୁ ହାତଦ୍ୱାରା ଓ ଗୋଡ଼ଦ୍ୱାରା ଜାବୁଡ଼ି କରି ଧରି ଧରି ମଥାନର ତଳେ ତଳେ ଝିଟିପିଟି ବା ଚେମେଣି ଚଢ଼େଇଙ୍କ ପରି ୚ତି କରିବା —To creep along the inner side of a thatch by holding the lower frame with the hands and legs like a lizard or house-bat.



ମଥାନଗୁଡ଼ି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଚାଳର ମଥାନର ନିମ୍ନ ପାଖର ବାଉଁଶ ଓ ବତାକୁ ହାତ ଓ ଗୋଡ଼ଦ୍ୱାରା ଜାବୁଡ଼ି ଧରି ଝିଟିପିଟି ପରି ଚିତି ହୋଇ ଗତି କରିବା