Jump to content

ମଥାନଙ୍ଗଳା

ଉଇକିଅଭିଧାନ‌ରୁ

ମଥାନଙ୍ଗଳା

ଉଚ୍ଚାରଣ

[ସମ୍ପାଦନା]

ମଥା ନଙ୍ଗଳି, ମଥା ନଙ୍ଗୁଳିଆଅନ୍ୟରୂପ

[ମଥାନଙ୍ଗୁଳି—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମସ୍ତକ ଓ ନଗ୍ନ)

[ସମ୍ପାଦନା]

ନଗ୍ନମସ୍ତକ; ଯାହାରଜ ଶରୀରର ଅନ୍ୟାନ୍ୟ ଅଂଶରେ ପୋଷାକ ବା ଅଳଙ୍କାର ଥାଏ, କିନ୍ତୁ ମୁଣ୍ଡଟି ଅନାବୃତ ବା ଅନଳଙ୍କୃତ — Having the head uncovered or unadorned, though the othe parts of the body are properly dressed or decorated.