Jump to content

ମଥା ଘଷା

ଉଇକିଅଭିଧାନ‌ରୁ

ମଥା ଘଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୃଣ୍ତର ବାଳକୁ ଧୋଇବା ନିମନ୍ତେ ମେଥି. ଗନ୍ଦ— ଶୁଣ୍ଠି, ବେଣାଚେର ଆଦି ଅନେକ ସୁଗନ୍ଧ ମସଲାଦ୍ୱାରା ମିଶ୍ରିତ ଗୁଣ୍ଡା; ସର୍ବୌଷଧି ଚୁର୍ଣ୍ଣ —A hair- wash consisting of many sweet scented ingredients made into paste and used as a shampoo for the hair.

[ ଦ୍ର—ଏହାକୁ ବାଟି କେଶରେ ଲଗାଇ ଧୋଇଲେ କେଶ ସୁଦଗନ୍ଧିତ ହୁଏ ]