Jump to content

ମଥା ଘୁମାଣି

ଉଇକିଅଭିଧାନ‌ରୁ

ମଥା ଘୁମାଣି

ଉଚ୍ଚାରଣ

[ସମ୍ପାଦନା]

ମଥା ଘୁରି (ରା), ମଥା ମାରି, ମୁଣ୍ଡ ଘର—ଅନ୍ୟରୂପ

  • (file)

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୧. (ତୁଳ. ବଂ ମାଥା ଘୋରାନୀ)—ମୁଣ୍ଡୁ ବୁଲା କାଲ; କ୍ଷେପା କାଲ —୧. Circular casting net.

[ ଦ୍ର—ଏହାକୁ ଦୁଇ ହାତରେ ଧରି ନିଜ ମୁଣ୍ଡ ଉପରେ ଘରାଇ ପାଣି ଭିତରକୁ ଛାଟି ଦେବାକୁ ହୁଏ ତେଣୁ ଏପରି ନାମ ହୋଇଅଛି]

୨. ମୁଣ୍ଡ ବୁଲାଇବା (ରୋଗ) —୨. Giddiness of the head.