ମଥା ଘୁରୁଣି
ଦେଖଣା
ମଥା ଘୁରୁଣି
ଉଚ୍ଚାରଣ
[ସମ୍ପାଦନା]ମଥା ଘୁରି (ରା), ମଥା ମାରି, ମୁଣ୍ଡ ଘର—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. (ତୁଳ. ବଂ ମାଥା ଘୋରାନୀ)—ମୁଣ୍ଡୁ ବୁଲା କାଲ; କ୍ଷେପା କାଲ —୧. Circular casting net.
[ ଦ୍ର—ଏହାକୁ ଦୁଇ ହାତରେ ଧରି ନିଜ ମୁଣ୍ଡ ଉପରେ ଘରାଇ ପାଣି ଭିତରକୁ ଛାଟି ଦେବାକୁ ହୁଏ ତେଣୁ ଏପରି ନାମ ହୋଇଅଛି]
- ୨. ମୁଣ୍ଡ ବୁଲାଇବା (ରୋଗ) —୨. Giddiness of the head.