ମଥା ଛୁଇଁ ବା
ଦେଖଣା
ମଥା ଛୁଇଁ ବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଥା ଛୁଇଁ ବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମସ୍ତକ+ସ୍ପୃଶ୍ ଧାତୁ)
[ସମ୍ପାଦନା]ଶପଥ କରିବା; ନିଜର ବା ଅନ୍ୟର (ଗୁରୁ ଜନଙ୍କର ବା ଆତ୍ମୀୟଙ୍କର) ମୁଣ୍ଡରେ ହାତ ଦେଇ ଶପଥ କରିବା — To take a special oath by touching one's own head or the head of one's dear and near ones.
[ ଉ—କଥାକୁ ଶାଶୁଙ୍କ ମଥାକୁ ଛୁଅଇଁ ଏପରି ଶାହସ ଗୋ କବିସୂର୍ଯ୍ୟ. ସଙ୍ଗୀତ ]