ମଥା ଜାଲି
ଦେଖଣା
ମଥା ଜାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଥା ଜାଲି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମସ୍ତକ+ଜାଲ)
[ସମ୍ପାଦନା]ସ୍ତ୍ରୀମାନଙ୍କ ମସ୍ତକରେ କେଶ ଉପରେ ପିନ୍ଧାଯିବା ଜାଲିକାମର ଅଳଙ୍କାରବିଶେଷ — A filgree ornament or net for the head of females.
(ଉ—ଜ୍ୟୋତି ମୋତି ମଥା ଜାଲି ମଣ୍ଡିଲେ, ମଣ୍ଡିଲେ ନାହିଁ, ଧଇର୍ଯ୍ୟ ଖଣ୍ଡିଲେ ଭଞ୍ଜ. ଲାବଣ୍ୟବତୀ)