ମଥା ଦେବା
ଦେଖଣା
ମଥା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଥା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଯୁଦ୍ଧାଦିରେ) ଜୀବନ ଉତ୍ସର୍ଗ କରିବା — ୧. To sacrifice one's own life.
ଉ—ନିରତେ ପ୍ରସ୍ତୁତ, ନେବାକୁପ ଦେବାକୁ ମଥା କଥାକେ କଥାକେ ରାଧାନାଥ. ମହାଯାତ୍ରା)
- ୨. କୌଣସି ବିଷୟ ମସ୍ତିଷ୍କ ଚାଳନ କରିବା —୨. To apply one's mind to something.