Jump to content

ମଥା ମଣି

ଉଇକିଅଭିଧାନ‌ରୁ

ମଥା ମଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମସ୍ତକ ମଣି)

[ସମ୍ପାଦନା]

ମାଙ୍ଗଟୀକା; ସ୍ତ୍ରୀ ଲୋକମାନଙ୍କର କାପାଳର କେଶର ମଧ୍ୟସ୍ଥ ରେଖାର ମୂଳରେ ପିନ୍ଧାଯିବା ଅଳଙ୍କାର —A jewellery worn by females on the forehead at the parting of the hair.

ବିଶେଷଣ - (ଲକ୍ଷଣାର୍ଥ)

[ସମ୍ପାଦନା]

ଶ୍ରେଷ୍ଟ —(figurative) Best.

(ଉ—ବନିତାରେ ମଥାମଣି ଦେଲେ ତୋଳି, ବନିତାରେ ଏ ପଦ ନ ବୋଲି ବୋଲି ଭଞ୍ଜ, ବୈଦେହୀଶବିଳାସ)