ମଥା ଲଗେଇବା
ଜମିରେ ପ୍ରଜାଦ୍ୱାରା ଫସଲ ହେବାର ବନ୍ଦୋବସ୍ତ କରିବା; ପ୍ରଜା ବିଲି କରିବା —To settle lands with tenants for the purpose of cultivation.